ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟାମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 43ଟି ଟ୍ରେନ ବାତିଲ କରାଯାଇଛି ।ସୋମବାର ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ ।ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ ।
କିରାଣ୍ଡୁଲ-କୋରାପୁଟ-ବିଶାଖାପାଟଣା ରୁଟରେ 8 ଟ୍ରେନ ବାତିଲ କରାଯାଇଛି । କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ । ଅକ୍ଟୋବର 27- ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ । ଅକ୍ଟୋବର 28- କଟକ-ଗୁଣୁପୁର ମେମୁ ଟ୍ରେନ ବାତିଲ ଏବଂ ଅକ୍ଟୋବର 29ରେ ଗୁଣୁପୁର-କଟକ ମେମୁ ଟ୍ରେନ ବାତିଲ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁସବୁ ଟ୍ରେନ ବାତିଲ କରାଯାଇଛି ।
👉👉ଏହିସବୁ ଟ୍ରେନ ବାତିଲ କରାଯାଇଛି👈👈
👉ଟ୍ରେନ ନମ୍ବର 18515 ବିଶାଖାପାଟଣାରୁ କିରନଡୁଲ (VSKP-KRDL Express)କୁ ଯିବାକୁ ଥିବା ଏକ୍ସପ୍ରେସ ଚଳାଚଳ (27.10.2025) ଆଜି ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 18516 କିରନଡୁଲରୁ ବିଶାଖାପାଟଣା(KRDL-VSKP Express) ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 58501 ବିଶାଖାପାଟନାରୁ କିରନଡୁଲ (VSKP-KRDL Pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 58502 କୋଣ୍ଡ୍ରାପୋଲରୁ ବିଶାଖାପାଟଣା (KRDL-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 58538 ବିଶାଖାପାଟଣାରୁ କୋରାପୁଟ ( VSKP-KRPU) ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 58537 କୋରାପୁଟରୁ ବିଶାଖାପାଟଣା (KRPU-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28 ଅକ୍ଟୋବର) ବନ୍ଦ ରହିବ ।
👉ଟ୍ରେନ ନମ୍ବର 18512 ବିଶାଖାପାଟଣାରୁ କୋରାପୁଟ (VSKP-KRPU) ଆସିବାକୁ ଥିବା ଟ୍ରେନ ଚଳାଚଳ ଆଜି (27 ଅକ୍ଟୋବର) ବନ୍ଦ ରହିବ ।
👉ଟ୍ରେନ ନମ୍ବର 18511 କୋରାପୁଟରୁ ବିଶାଖାପାଟଣା (KRPU- VSKP) ଯିବାକୁ ଥିବା ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67285 ରାଜମୁନ୍ଦ୍ରୀରୁ ବିଶାଖାପାଟଣା (RJY-VSKP MEMU) ମେମୁ ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67286 ବିଶାଖାପାଟଣାରୁ ରାଜମୁନ୍ଦ୍ରୀ (VSKP-RJY MEMU) ମେମୁ ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 17268 ବିଶାଖାପାଟଣାରୁ କାକିନାଡା (VSKP- COA EXP) ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 17267 କାକିନାଡାରୁ ବିଶାଖାପାଟଣା (COA-VSKP EXP ) ଏକ୍ସପ୍ରେସ ଆଜି ପାଇଁ (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 08583 ବିଶାଖାପାଟଣାରୁ ତିରୁପତି (VSKP- TPTY) ଯିବାକୁ ଥିବା ଟ୍ରେନ ଆଜି ପାଇଁ (27.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 08584 ତିରୁପତିରୁ ବିଶାଖାପାଟଣାକୁ (TPTY-VSKP) ଯିବାକୁ ଥିବା ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 22875 ବିଶାଖାପାଟଣାରୁ ଗୁଣ୍ଟୁରକୁ (VSKP- GNT DOUBLE DECKER) ଡବଲ ଡେକର ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 22876 ଗୁଣ୍ଟୁରରୁ ବିଶାଖାପାଟଣାକୁ (GNT-VSKP DOUBLE DECKER) ଡବଲ ଡେକର ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 22707 ବିଶାଖାପାଟଣାରୁ ବ୍ରହ୍ମପୁରକୁ (VSKP- BAM DOUBLE DECKER) ଡବଲ ଡେକର ଟ୍ରେନ ଆଜି ପାଇଁ (27.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 18526 ବିଶାଖାପାଟଣାରୁ ବ୍ରହ୍ମପୁର (VSKP- BAM EXP ) ଏକ୍ସପ୍ରେସ ଆଜି ପାଇଁ (27.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 18525 ବ୍ରହ୍ମପୁରରୁ ବିଶାଖାପାଟଣାକୁ (BAM- VSKP EXP) ଯିବାକୁ ଥିବା ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 17243 ଗୁଣ୍ଟୁରୁ ରାୟଗଡାକୁ (GNT- RGDA EXP) ଆସିବାକୁ ଥିବା ଏକ୍ସପ୍ରେସ ଆଜି ପାଇଁ (27.10.2025) ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 17244 ରାୟଗଡାରୁ ଗୁଣ୍ଟୁରକୁ (RGDA- GNT EXP) ଏକ୍ସପ୍ରେସ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67289 ବିଶାଖାପାଟଣାରୁ ପଲାସାକୁ (VSKP-PSA MEMU) ମେମୁ ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67290 ପଲାସାରୁ ବିଶାଖାପାଟଣାକୁ (PSA-VSKP MEMU) ମେମୁ ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67288 ବିଜୟନଗରମରୁ ବିଶାଖାପାଟଣାକୁ (VZM- VSKP MEMU) ମେମୁ ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 67287 ବିଶାଖାପାଟଣାରୁ ବିଜୟନଗରମ (VSKP- VZM MEMU) ମେମୁ ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 68433 କଟକରୁ ଗୁଣପୁର (CTC- GNPR MEMU) ମେମୁ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 68434 ଗୁଣପୁରରୁ କଟକ (GNPR- CTC MEMU) ମେମୁ ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 58531 ବ୍ରହ୍ମପୁରରୁ ବିଶାଖାପାଟଣା (BAM- VSKP PASS) ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 58532 ବିଶାଖାପାଟଣାରୁ ବ୍ରହ୍ମପୁରକୁ (VSKP- BAM PASS) ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 58506 ବିଶାଖାପାଟଣାରୁ ଗୁଣପୁରକୁ (VSKP- GNPR PASS )ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିବ ।
👉ଟ୍ରେନ ନମ୍ବର 58505 ବିଶାଖାପାଟଣାରୁ ଗୁଣପୁରକୁ (GNPR- VSKP PASS) ଯାଉଥିବା ପାସେଞ୍ଜର ଟ୍ରେନ ବାତିଲ ।
👉ଟ୍ରେନ ନମ୍ବର 17220 ବିଶାଖାପାଟଣାରୁ ମଚ୍ଛଲୀପଟନମ (VSKP- MTM EXP) ଯାଉଥିବା ଏକ୍ସପ୍ରେସ ବାତିଲ
👉ଟ୍ରେନ ନମ୍ବର 12727 ବିଶାଖାପାଟଣାରୁ ହାଇଦ୍ରାବାଦକୁ (VSKP- HYB EXP) ଯାଉଥିବା ଏକ୍ସପ୍ରେସ ବାତିଲ
👉ଟ୍ରେନ ନମ୍ବର 12861 ବିଶାଖାପାଟଣାରୁ ମେହବୁବନଗରକୁ (VSKP- MBNR EXP) ଯାଉଥିବା ଏକ୍ସପ୍ରେସ ବାତିଲ
👉ଟ୍ରେନ ନମ୍ବର 12862 ମେହବୁବନଗରରୁ ବିଶାଖାପାଟଣାକୁ (MBNR- VSKP EXP) ଯାଉଥିବା ଏକ୍ସପ୍ରେସ ବାତିଲ
👉ଟ୍ରେନ ନମ୍ବର 22869 ବିଶାଖାପାଟଣାରୁ ଚେନ୍ନାଇ (VSKP-MAS S/F WEEKLY)କୁ ଯାଉଥିବା ସାପ୍ତାହିକ ସୁପରଫାଷ୍ଟ ଟ୍ରେନ ଆଜି (27 ଅକ୍ଟୋବର) ପାଇଁ ବାତିଲ ।
👉ଟ୍ରେନ ନମ୍ବର 22870 ଚେନ୍ନାଇରୁ ବିଶାଖାପାଟଣା (MAS- VSKP S/F WEEKLY) ଆସୁଥିବା ସାପ୍ତାହିକ ସୁପରଫାଷ୍ଟ ଟ୍ରେନ ଚଳାଚଳ ଆସନ୍ତାକାଲି (28 ଅକ୍ଟୋବର) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 12739 ବିଶାଖାପାଟଣାରୁ ସିକନ୍ଦରାବାଦ (VSKP- SC EXP) ଏକ୍ସପ୍ରେସ ଆଜି ପାଇଁ (27 ଅକ୍ଟୋବର) ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 20805 ବିଶାଖାପାଟଣାରୁ ନୂଆଦିଲ୍ଲୀ (VSKP- NDLS AP SF EXP)କୁ ଯାଉଥିବା ଆନ୍ଧ୍ରପ୍ରଦେଶ ସୁପରଫାଷ୍ଟ ଏକ୍ସପ୍ରେସ ଆଜି ପାଇଁ (27 ଅକ୍ଟୋବର) ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 20806 ନୂଆଦିଲ୍ଲୀରୁ ବିଶାଖାପାଟଣା (NDLS- VSKP AP SF EXP) ଯାଉଥିବା ଆନ୍ଧ୍ରପ୍ରଦେଶ ସୁପରଫାଷ୍ଟ ଏକ୍ସପ୍ରେସ ଅକ୍ଟୋବର 29 ତାରିଖ ଦିନ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 22707 ବିଶାଖାପାଟଣାରୁ ତିରୁପତି (VSKP- TPTY WKY DUMBLE DECKER) ସାପ୍ତାହିକ ଡବଲ ଡେକର ଟ୍ରେନ ବାତିଲ ଆଜି (ଅକ୍ଟୋବର 27) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 18519 ବିଶାଖାପାଟଣାରୁ ଲୋକମାନ୍ୟ ତିଳକ ଟର୍ମ (VSKP- LLT EXP) ଏକ୍ସପ୍ରେସ ବାତିଲ ଆଜି (ଅକ୍ଟୋବର 27) ପାଇଁ ବାତିଲ କରାଯାଇଛି ।
👉ଟ୍ରେନ ନମ୍ବର 18520 ଲୋକମାନ୍ୟ ତିଳକ ଟର୍ମରୁ ବିଶାଖାପାଟଣା (LLT- VSKP EXP) ଏକ୍ସପ୍ରେସ ଅକ୍ଟୋବର 29 ତାରିଖ ଦିନ ବାତିଲ କରାଯାଇଛି ।