ବାଲେଶ୍ୱର:୨୦/୧୧(ବ୍ୟୁରୋ)ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ବେଆଇନ କେଶ ଅର୍ଡର୍ ପ୍ରତିବାଦରେ ବାଲେଶ୍ୱର ଜିଲ୍ଳାର ବାରଗୋଟି ବ୍ଲକ ରୁ ଶଟାଧିକସୁଚନାଅଧିକାର କର୍ମୀ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ପାଖରୁ ବାହାରି ଏକ ବିଶାଳ ରାଲିରେ ବିଭିନ୍ନ ସ୍ଳୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଉଥିଲେ।
ସୂଚନା କମିଶନଙ୍କ କଳବେଆଇନ କେଶ ଅର୍ଡର କୁ ଦୁର୍ବଳ କରାଯାଉଥିବାରୁ ଏହାର ଘୋର ନିନ୍ଦା କରାଯିବାସହ ସେହି କଳା ଅର୍ଡର କୁ ପୋଡୀଡ଼ିଆ ଯାଇଥିଲା। ଉପା ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ସୂଚନା ଅଧିକାର ଆଇନ୍ ବଳରେ ଅଫିସର ମାନେ ମନମୁଖୀ କାର୍ଯ୍ୟ କରିବାକୁ ସାହାସ କରିପାରିନଥିଲେ। ଏହାଫଳରେ ସାଧାରଣ ଜନତା ଇଚିତ ନ୍ୟାୟ ପାଇପାରୁଥିଲେ। ଦୁର୍ନୀତି ଖୋର ଅଧିକାରୀ ମାନଂକର ନିଦହଜି ଜାଉଥିଲା ।ବର୍ତମାନ ଜିଲ୍ଲାରେ ପି ଆଇ ଓ ଏବଂ ପ୍ରଥମ ଅ ପିଲି ଅଧିକାରୀ ମାନେ ନିୟମକୁ ମନୁନଥିବାବେଳେ କମିଶନ ମଧ୍ୟ ସେମାନଙ୍କୁ ଅର୍ଥଦଣ୍ଡ କୋହଳ କରିଦେଇଛନ୍ତି।ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗୁଛି।ଏହାରପ୍ରତିବାଦରେ ସାରାରାଜ୍ୟର ସଂଗଠନ ନିର୍ଦ୍ଦେଶରେ ବାଲେଶ୍ଵର ଜିଲ୍ଲାରେ କମଳଲୋଚନ ରାଉତ ଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଅଧିକ କର୍ମୀ ଏହିରାଲିରେ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହିରାଲିରେ ତନ୍ମୟ ମହାନ୍ତି, ରଞ୍ଜନଦାସଅନୁଜମହାପାତ ଦିବାକରପଣ୍ଡା,ସୌରଭାଜେନା,ନିରଞ୍ଜନ ସେଠୀ,ହେମନ୍ତବାରିକ,ଶଙ୍କର ଶଣ ସତ୍ ପତି,ସୁଶାନ୍ତପାଣିଗ୍ରାହି,ସୁଧାକର ରାଉତ, ଭାସ୍କର ମଲ୍ଲିକ,ଜିତେନ୍ଦ୍ରଜେନା,ବଳୁ ପ୍ରମୁଖ ରାଜ୍ୟସଂଗଠନ ର ଆହ୍ବାନ ରେଦୁଇଶହ ରୁ ଉର୍ଦ୍ଧ୍ବ କର୍ମୀ ଏହିରାଳିରେ ସାମିଲ ହୋଇଥିଲେ